୭୦ ଟପିଲା ଉତ୍ତରାଖଣ୍ଡ ବର୍ଷା ଓ ବନ୍ୟା ମୃତ୍ୟୁ : ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ଶାହ

୧୧ ନିଖୋଜ, ୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ବର୍ଷା‌ ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୭୦ ଟପିଯାଇଛି। ୧୧ ଜଣ ଏବେ ବି ନିଖୋଜ ଅଛନ୍ତି। ରାଜ୍ୟରେ ୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି। ସବୁଠୁ ଖରାପ ପ୍ରଭାବିତ କୁମାଓଁରେ ଏଯାବତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ … Continue reading ୭୦ ଟପିଲା ଉତ୍ତରାଖଣ୍ଡ ବର୍ଷା ଓ ବନ୍ୟା ମୃତ୍ୟୁ : ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା କଲେ ଶାହ